ଅର୍ଥ : କାହା ସହିତ ଜଣାଶୁଣା ନହେବା ଅବସ୍ଥା
							ଉଦାହରଣ : 
							ମୁଁ ରାସ୍ତାରେ ଜଣେ ଅପରିଚିତଙ୍କୁ ଭେଟିଲି
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେଉଁ ବ୍ୟକ୍ତି ପରିଚିତ ନୁହେଁ
							ଉଦାହରଣ : 
							ଆମେ ଅପରିଚିତଙ୍କ ସହିତ ବି ଭଲ ବ୍ୟବହାର କରିବା ଉଚିତ
							
ସମକକ୍ଷ : ଅଜଣା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହା ଜ୍ଞାତ ବା ଜଣା ନୁହେଁ
							ଉଦାହରଣ : 
							ଏହା ମୋ ପାଇଁ ଅଜ୍ଞାତ ବିଷୟ  ପ୍ରତ୍ୟେକ ଦିନ କୌଣସି ଅଜଣା ବ୍ୟକ୍ତି ତାକୁ ଫୋନ୍ରେ ଧମକ ଦେଉଛି
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯିଏ ପରିଚିତ ନୁହେଁ
							ଉଦାହରଣ : 
							ଯାତ୍ରା କରୁଥିବା ସମୟରେ କୌଣସି ଅପରିଚିତ ବ୍ୟକ୍ତି ଠାରୁ କିଛି ବି ଖାଦ୍ୟବସ୍ତୁ ନନେବା ଉଚିତ୍
							
ଅନ୍ୟ ଭାଷାରେ ଅନୁବାଦ :
Unaware because of a lack of relevant information or knowledge.
He was completely ignorant of the circumstances.