ଅର୍ଥ : ଶରୀରର ଭିତରେ ତରଳ ଔଷଧ ପହଞ୍ଚାଇବାର ପିଚକାରୀ
							ଉଦାହରଣ : 
							ସିରିଞ୍ଜ ଏକ ପ୍ରକାରର ଅନୁବାସନବସ୍ତି
							
ସମକକ୍ଷ : ଅନୁବାସନ-ବସ୍ତି
ଅନ୍ୟ ଭାଷାରେ ଅନୁବାଦ :
शरीर के भीतर तरल औषध पहुँचाने की पिचकारी।
सुई एक प्रकार का अनुवासनवस्ति है।ଅର୍ଥ : ସୁବାସିତ କରିବାର ଯନ୍ତ୍ର
							ଉଦାହରଣ : 
							ଅନମୋଲ ବରଯାତ୍ରୀଙ୍କ ଉପରେ ଅନୁବାସନବସ୍ତିରେ ଅତର ପକାଉଥିଲା
							
ସମକକ୍ଷ : ଅନୁବାସନ-ବସ୍ତି
ଅନ୍ୟ ଭାଷାରେ ଅନୁବାଦ :
सुवासित करने का यंत्र।
अनमोल बारातियों के ऊपर अनुवासनवस्ति से इत्र छिड़क रहा है।