ଅର୍ଥ : ଭାଦ୍ରବ ମାସର ଶୁକ୍ଳ ଚତୁର୍ଦ୍ଦଶୀ
							ଉଦାହରଣ : 
							ଅନନ୍ତ ଚତୁର୍ଦ୍ଦଶୀ ଦିନ ବ୍ରତ ପାଳନ କରାଯାଏ ତଥା ଚଉଦ ଗଣ୍ଟି ଯୁକ୍ତ ଅନନ୍ତ ବାହୁରେ ବନ୍ଧାଯାଏ
							
ସମକକ୍ଷ : ଅନଂତ ଚତୁର୍ଦ୍ଦଶୀ
ଅନ୍ୟ ଭାଷାରେ ଅନୁବାଦ :
भाद्रपद शुक्ल चतुर्दशी।
अनंतचतुर्दशी के दिन व्रत रखा जाता है तथा चौदह गाँठों का अनंत बाहु पर बाँधा जाता है।