ଅର୍ଥ : ଶକ୍ତି ବା ବଳ ଦ୍ୱାରା ନିଜ ଅଧିକାରକୁ ନେବା
							ଉଦାହରଣ : 
							ସେନା ଦୁର୍ଗକୁ କାବୁ କରିନେଲେ
							
ସମକକ୍ଷ : ଅକ୍ତିଆର କରିବା, ଆୟତ୍ତ କରିବା, କବ୍ଜା କରିବା, କାବୁ କରିବା
ଅନ୍ୟ ଭାଷାରେ ଅନୁବାଦ :
शक्ति या बल द्वारा अपने अधिकार में लेना।
सेना ने किले पर कब्जा किया।