ଅର୍ଥ : ମୂର୍ଖ ହେବାର ଅବସ୍ଥା ବା ଭାବ
							ଉଦାହରଣ : 
							କାହାରି ମୂର୍ଖତା ଉପରେ ହସ ନାହିଁତୁମର ମୂର୍ଖତା କାରଣରୁ ହେବାକୁ ଯାଉଥିବା କାମ ବିଗିଡ଼ି ଗଲା
							
ସମକକ୍ଷ : ଅଜ୍ଞାନତା, ମୂର୍ଖତା, ମୂର୍ଖାମୀ, ମୂଢ଼ତା
ଅନ୍ୟ ଭାଷାରେ ଅନୁବାଦ :
मूर्ख होने की अवस्था या भाव।
किसी की मूर्खता पर मत हँसो।ଅର୍ଥ : ଅନଭିଜ୍ଞ ହେବାର ଅବସ୍ଥା ବା ଭାବ
							ଉଦାହରଣ : 
							ମୋର ଅନଭିଜ୍ଞତା କାରଣରୁ ଭଲ କାମ ହାତରୁ ଚାଲିଗଲା
							
ଅନ୍ୟ ଭାଷାରେ ଅନୁବାଦ :