ଅର୍ଥ : ସୁଖ ସମୃଦ୍ଧି,ଶାନ୍ତି ଆଦିସହ ଯୁକ୍ତ
							ଉଦାହରଣ : 
							ଗୁପ୍ତ କାଳକୁ ଐତିହାସିକମାନେ ସୁବର୍ଣ୍ଣଯୁଗ ବୋଲି କହିଛନ୍ତି  ଏଭଳି ସୁବର୍ଣ୍ଣ ଅବସର ପୁଣି କେବେ ଆସିବ?
							
ସମକକ୍ଷ : ସୁବର୍ଣ୍ଣ, ସ୍ୱର୍ଣ୍ଣିମ
ଅନ୍ୟ ଭାଷାରେ ଅନୁବାଦ :
Marked by peace and prosperity.
A golden era.