ଅର୍ଥ : କୋଡ଼ିଏ ଆଉ ସାତ ମିଶି ହେଉଥିବା ସଂଖ୍ୟା
							ଉଦାହରଣ : 
							ନଅକୁ ତିନିରେ ଗୁଣିଲେ ସତେଇଶ ହୁଏ
							
ସମକକ୍ଷ : ୨୭
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି ଇଂରେଜୀ ମାସର ସପ୍ତବିଂଶତିତମ ଦିନ ପଡ଼ୁଥିବା ତାରିଖ
							ଉଦାହରଣ : 
							ସତେଇଶ ତାରିଖରେ ମୁଁ ଦିଲ୍ଲୀ ଯାଉଛି
							
ସମକକ୍ଷ : ସତେଇଶ ତାରିଖ