ଅର୍ଥ : ଲୁହାନିର୍ମିତ ମୋଟା ଛଡ଼ ଆକାରର ଟିକେ ଲମ୍ବା ଯେଉଁ ଉପକରଣଦ୍ୱାରା ମାଟିଆଦିରେ ଗର୍ତ୍ତ କରାଯାଏ
							ଉଦାହରଣ : 
							ଗଉଡ ଖୁଣ୍ଟ ପୋତିବାପାଇଁ ଶାବଳରେ ମାଟି ଖୋଳୁଛି
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଗୋଟିଏ ପ୍ରକାରର ଉପକରଣ
							ଉଦାହରଣ : 
							ଶାବଳ ଲୁହାରେ ତିଆରି ହୋଇଥାଏ
							
ଅନ୍ୟ ଭାଷାରେ ଅନୁବାଦ :