ଅର୍ଥ : ଥାଇଲ୍ୟାଣ୍ଡ ତଥା ଲାଓସ ଦେଶର ମେକୋଙ୍ଗ ନଦୀତଟରେ ବାସ କରୁଥିବା ଲୋକ
							ଉଦାହରଣ : 
							ଲାଓ ବୌଦ୍ଧ ଧର୍ମର ଅନୁଗାମୀ
							
ସମକକ୍ଷ : ଲାଓସ ବାସୀ
ଅନ୍ୟ ଭାଷାରେ ଅନୁବାଦ :
थाइलैंड तथा लाओस देश के मेकोंग नदी के तट पर बसे लोग।
लाओ बौद्ध-धर्म के अनुयायी हैं।ଅର୍ଥ : ଲାଓସ ସଂବନ୍ଧିତ ବା ଲାଓସର
							ଉଦାହରଣ : 
							ସଂଜନାର ଲାଓ ସଂସ୍କୃତିରେ ଅଧିକ ରୂଚି
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଲାଓ ଭାଷା ସହିତ ସଂବନ୍ଧିତ ବା ଲାଓ ଭାଷାର
							ଉଦାହରଣ : 
							ସେ ବୁଦ୍ଧଙ୍କ ବିଷୟରେ ଲାଓ ଗ୍ରନ୍ଥରୁ ଅଧିକ ଜ୍ଞାନ ପ୍ରାପ୍ତ କରିବା ପାଇଁ ଚେଷ୍ଟା କରୁଛନ୍ତି