ଅର୍ଥ : ମଇଳା ବା ବିଷ୍ଠା ଉଠାଉଥିବା ଜାତିର ସ୍ତ୍ରୀ
							ଉଦାହରଣ : 
							ମେହେନ୍ତରାଣୀ ସୀତାହେଉଛି ଆମ ସହକର୍ମୀ
							
ସମକକ୍ଷ : ମେହନ୍ତରାଣୀ, ମେହନ୍ତ୍ରାଣୀ, ହାଡ଼ିଆଣୀ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ମଇଳା ବା ବିଷ୍ଠା ସଫା କରୁଥିବା ସ୍ତ୍ରୀ
							ଉଦାହରଣ : 
							ମେହେନ୍ତରାଣୀ ଶୌଚାଳୟ ସଫା କରୁଛି
							
ସମକକ୍ଷ : ମେହନ୍ତରାଣୀ, ହାଡ଼ିଆଣୀ
ଅନ୍ୟ ଭାଷାରେ ଅନୁବାଦ :
मैला या विष्ठा उठाने वाली स्त्री।
भंगिन शौचालय की सफाई कर रही है।