ଅର୍ଥ : ମାପିବାକାମ ଅନ୍ୟ କାହାଦ୍ୱାରା କରାଇବା
							ଉଦାହରଣ : 
							ଦୋକାନୀ ତା ପୁଅଦ୍ୱାରା କପଡ଼ା ମପାଉଛି
							
ସମକକ୍ଷ : ତଉଲ କରାଇବା, ମାପ କରାଇବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଅନ୍ୟ କାହାଦ୍ୱାରା ତଉଲିବାକାମ କରାଇବା
							ଉଦାହରଣ : 
							ସୀତା ମୋହନଦ୍ୱାରା ଧାନ ଓଜନ_କରାଉଛି
							
ସମକକ୍ଷ : ଓଜନ କରାଇବା, ତଉଲାଇବା
ଅନ୍ୟ ଭାଷାରେ ଅନୁବାଦ :