ଅର୍ଥ : ଏକ ପ୍ରମାଣିତ ମାନ୍ୟ ସ୍ମୃତି ଯାହାର ରଚନାକାର ସ୍ବୟଂଭୁବ ମନୁ
							ଉଦାହରଣ : 
							ସେ ମନୁସଂହିତା ପଢିବାରେ ଅଧିକ ଆଗ୍ରହ ପ୍ରକାଶକରେ
							
ସମକକ୍ଷ : ମନୁସ୍ମୃତି
ଅନ୍ୟ ଭାଷାରେ ଅନୁବାଦ :
एक प्रमाणित व मान्य स्मृति जिसके रचनाकार स्वायंभुव मनु हैं।
वह मनुसंहिता को पढ़ने में बहुत रूचि लेता है।