ଅର୍ଥ : ଆଲିଙ୍ଗନ କଲାବେଳେ ଗାଲରେ ଦାନ୍ତରେ କାମୁଡିବାଦ୍ବାରା ପଡିଥିବା ଗୋଲ ଚିହ୍ନ
							ଉଦାହରଣ : 
							ପ୍ରେୟସୀ ନିଜ ଗାଲର ମଣିମାଳାକୁ ଲୁଚାଉଛି
							
ଅନ୍ୟ ଭାଷାରେ ଅନୁବାଦ :
प्रेमावेश आदि में गाल आदि पर दाँतों से काटने पर पड़ा हुआ गोल निशान।
प्रेयसी अपने गाल पर की मणिमाला को छिपा रही है।ଅର୍ଥ : ଗୋଟିଏ ବର୍ଣ୍ଣବୃତ୍ତ
							ଉଦାହରଣ : 
							ମଣିମାଳାର ପ୍ରତ୍ୟେକ ଚରଣର କ୍ରମାନୁଯାୟୀ ତଗଣ, ଜଗଣ, ତଗଣ ଏବଂ ଜଗଣ ହୋଇଥାଏ
							
ଅନ୍ୟ ଭାଷାରେ ଅନୁବାଦ :