ଅର୍ଥ : ଭାଙ୍ଗରେ ତିଆରି ହୋଇଥିବା ଛୋଟ ଗୁଳା ଯାହାକୁ ନିଶାହେବା ନିମନ୍ତେ ଖିଆଯାଏ
							ଉଦାହରଣ : 
							ହୋଲିରେ ଲୋକେ ଭାଙ୍ଗ ମୋଦକଖାଇ ମାତାଲ ହୋଇଯାଆନ୍ତି
							
ସମକକ୍ଷ : ଭାଙ୍ଗମୋଦକ, ଭାଙ୍ଗର ଗୁଲି
ଅନ୍ୟ ଭାଷାରେ ଅନୁବାଦ :
भाँग का बना हुआ वह छोटा गोला जो नशे के लिए खाया जाता है।
होली में लोग भाँग की गोली खाकर मस्त हो जाते हैं।