ଅର୍ଥ : ଗାଈ, ବଳଦ ଆଦିଙ୍କ ଗଳାରେ ହେଉଥିବା ଗୋଟିଏ ରୋଗ
							ଉଦାହରଣ : 
							ଏହି ବଳଦକୁ ବେଙ୍ଗା ହୋଇଛି
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେଉଁ ରୋଗରେ ପଶୁଙ୍କର ଗଳା ଫୁଲିଯାଏ
							ଉଦାହରଣ : 
							ବଳଦ ବେଙ୍ଗା ରୋଗରେ ଆକ୍ରାନ୍ତ ହେଉଛି
							
ସମକକ୍ଷ : ବେଙ୍ଗା ରୋଗ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ପଶୁଙ୍କୁ ହେଉଥିବା ଗୋଟିଏ ରୋଗ
							ଉଦାହରଣ : 
							ବେଙ୍ଗାରେ ପଶୁର ଗଳା ଫୁଲିଯାଏ
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ବଳଦର ନାକ ଫୁଲି ଯିବା ବା ଶୋଥ ହେବାର ଏକ ରୋଗ
							ଉଦାହରଣ : 
							ଆପଣଙ୍କ ବଳଦ ବେଙ୍ଗା ରୋଗରେ ପୀଡ଼ିତ ବୋଲି ପଶୁ ଚିକିତ୍ସକ କହିଲେ
							
ଅନ୍ୟ ଭାଷାରେ ଅନୁବାଦ :
बैल का नाक फूल जाने या सूज जाने का एक रोग।
पशु चिकित्सक ने बताया कि आपका बैल नकड़े से पीड़ित है।ଅର୍ଥ : ପଶୁଗୁଡ଼ିକଙ୍କର ଫୁସଫୁସରେ ହେଉଥିବା ଏକ ରୋଗ
							ଉଦାହରଣ : 
							ରାମୁର ବଳଦ ବେଙ୍ଗାରେ ପୀଡ଼ିତ
							
ଅନ୍ୟ ଭାଷାରେ ଅନୁବାଦ :