ଅର୍ଥ : ବୀର ସନ୍ତାନ ଜନ୍ମ ଦେଉଥିବା ସ୍ତ୍ରୀ
							ଉଦାହରଣ : 
							ଯେଉଁ ବୀରପ୍ରସବିନୀମାନଙ୍କ ସନ୍ତାନଗଣ ଏହି ଦେଶକୁ ସ୍ୱାଧୀନ କଲେ, ସେମାନଙ୍କ ନିକଟରେ ଏହି ଜାତି କୃତଜ୍ଞ
							
ସମକକ୍ଷ : ବୀରପ୍ରସବିନୀ, ବୀରପ୍ରସୂ, ବୀରମାତା
ଅନ୍ୟ ଭାଷାରେ ଅନୁବାଦ :
A woman who has given birth to a child (also used as a term of address to your mother).
The mother of three children.