ଅର୍ଥ : ପ୍ରସୂତୀକୁ ଦିଆଯାଉଥିବା ଗୋଟିଏ ବିଶେଷ ସାଲସାକ୍ବାଥ
							ଉଦାହରଣ : 
							ଏହି ବାଳନ୍ତକାଢା ଦିନରେ ଦୁଇଚାମୁଚକରି ଖାଇବାକୁ ଦେବ
							
ସମକକ୍ଷ : ବାଳନସାଲସା, ବାଳନ୍ତକାଢା
ଅନ୍ୟ ଭାଷାରେ ଅନୁବାଦ :
सूतिका को दिया जाने वाला एक विशेष काढ़ा।
यह बालंतकाढ़ा दिन में दो चम्मच लीजिए।