ଅର୍ଥ : ମୁହଁରୁ କିଛି ବସ୍ତୁ ବାହାରକୁ ବାହାର କରିବା
							ଉଦାହରଣ : 
							ଶ୍ୟାମ ପାଟିକୁ ଗୁଣ୍ଡାଏ ନେଉ ନେଉ ତାକୁ ବାନ୍ତି କରିଦେଲା
							
ସମକକ୍ଷ : ବମନ କରିବା
ଅନ୍ୟ ଭାଷାରେ ଅନୁବାଦ :
Eject the contents of the stomach through the mouth.
After drinking too much, the students vomited.