ଅର୍ଥ : ବଂଶ ବୁଡ଼ାଇବା ବା ବଂଶର ମର୍ଯ୍ୟାଦା ନଷ୍ଟ କରୁଥିବା ବ୍ୟକ୍ତି
						 
						 
					
							ଉଦାହରଣ : 
							କୁଳବୁଡ଼ାର ମୃତ୍ୟୁପରେ ଘରେ ଶାନ୍ତି ରହିଛି
							
					
							ସମକକ୍ଷ : 
							କୁଳନାଶକ, କୁଳବୁଡ଼ା, କୁଳାଙ୍ଗାର, କୁଳାଧମ, ବଂଶନାଶକ, ବଂଶବୁଡ଼ା
					
					
						
							ଅନ୍ୟ ଭାଷାରେ ଅନୁବାଦ :
							
						
					
					
							
								
								
									
										
												वंश को डूबाने वाला या वंश की मर्यादा भ्रष्ट करने वाला व्यक्ति।
												कुलबोरन की मौत के बाद से घर में शांति है।
														
													कुलबोरन