ଅର୍ଥ : କାହାରି ଆଗମନକୁ ଅପେକ୍ଷା କରିବା
							ଉଦାହରଣ : 
							ପାଠଶାଳା ଯିବାପାଇଁ ସେ ତା ସାଙ୍ଗକୁ ଅପେକ୍ଷା କରିଛି
							
ସମକକ୍ଷ : ଅନେଇ ବସିବା, ଅପେକ୍ଷା କରିବା, ଚାହିଁରହିବା
ଅନ୍ୟ ଭାଷାରେ ଅନୁବାଦ :
किसी के आने का इन्तज़ार करना।
पाठशाला जाने के लिए वह अपने साथी की प्रतीक्षा कर रहा है।Stay in one place and anticipate or expect something.
I had to wait on line for an hour to get the tickets.