ଅର୍ଥ : ଯେଉଁ ପୁସ୍ତକ, ପତ୍ରିକା ଆଦିକୁ ପ୍ରକାଶିତ କରାଯାଏ
							ଉଦାହରଣ : 
							ଏହା ଆମ ପ୍ରେସର ନୂତନ ପ୍ରକାଶନର ସୂଚୀ
							
ଅନ୍ୟ ଭାଷାରେ ଅନୁବାଦ :
A copy of a printed work offered for distribution.
publicationଅର୍ଥ : କୌଣସି କୃତିଆଦିକୁ ପ୍ରକାଶିତ କରିବା କାମ
							ଉଦାହରଣ : 
							ଏହି ପତ୍ରିକାର ପ୍ରକାଶନ ଏବେ ହୋଇଛି
							
ଅନ୍ୟ ଭାଷାରେ ଅନୁବାଦ :