ଅର୍ଥ : ବିଚାର ବା ସ୍ୱଭାବରେ ସମାନତା କାରଣରୁ ମେଳ ବା ନିର୍ବାହ ହେବା
							ଉଦାହରଣ : 
							ଆଜିକାଲି ସେ ଦୁଇଜଣଙ୍କ ମଧ୍ୟରେ ଭଲ ଜମୁଛି
							
ଅନ୍ୟ ଭାଷାରେ ଅନୁବାଦ :
Have smooth relations.
My boss and I get along very well.ଅର୍ଥ : ଅନୁକୂଳ ହେବା
							ଉଦାହରଣ : 
							ବାଃ ! ସେ ଝିଅ ଫସିଗଲା
							
ସମକକ୍ଷ : ଫସିଲା
ଅନ୍ୟ ଭାଷାରେ ଅନୁବାଦ :
Have smooth relations.
My boss and I get along very well.