ଅର୍ଥ : ବିନ୍ଧ୍ୟ ପର୍ବତରୁ ଗୋଟିଏ ପୌରାଣିକ ନଦୀ ବାହାରିଥିବା ବିଶ୍ୱାସ କରାଯାଏ
							ଉଦାହରଣ : 
							ନିଷେଧାବତୀର ବର୍ଣ୍ଣନା ମାର୍କଣ୍ଡେୟ ପୁରାଣରେ ମିଳେ
							
ସମକକ୍ଷ : ନିଷେଧାବତୀ ନଦୀ
ଅନ୍ୟ ଭାଷାରେ ଅନୁବାଦ :
एक पौराणिक नदी जिसका उद्गम विंध्यपर्वत से माना गया है।
निषधावती का वर्णन मार्कण्डेय पुराण में मिलता है।