ଅର୍ଥ : ବେଶି ଭିତରକୁ ଯାଇଥିବା ନଳୀ ପରି ଛୋଟ ଘାଆ ଯେଉଁଥିରୁ ସବୁବେଳେ ପୁଜ ବାହାରୁଥାଏ
						 
						 
					
							ଉଦାହରଣ : 
							ବହୁବର୍ଷ ଧରି ଔଷଧ ଖାଇବାରୁ ତା ନାଡ଼ିବ୍ରଣ ଶୁଖିଗଲା
							
					
					
						
							ଅନ୍ୟ ଭାଷାରେ ଅନୁବାଦ :
							
						
					
					
							
								
								
									
										
												दूर तक गया हुआ नली का-सा छोटा घाव जिससे बराबर मवाद निकलता रहता है।
												कई सालों तक दवा कराने के बाद उसका नासूर ठीक हुआ।
														
													नाड़ीव्रण, 
नासूर