ଅର୍ଥ : ନଇଁବାପାଇଁ ପ୍ରବୃତ୍ତକରିବା
						 
						 
					
							ଉଦାହରଣ : 
							ନିଜେ ତ ମୋତେ ନୁଆଁଇ ପାରିଲାନାହିଁ,ଏବେ ଅନ୍ୟମାନଙ୍କଦ୍ୱାରା ନୁଆଁଇବାକୁ ଚାହୁଁଛି
							
					
							ସମକକ୍ଷ : 
							ନତକରାଇବା, ନୁଆଇଁବା, ବଙ୍କାଇବା
					
					
						
							ଅନ୍ୟ ଭାଷାରେ ଅନୁବାଦ :
							
						
					
					
							
								
								
									
										
												झुकाने में प्रवृत्त करना।
												खुद तो मुझे नहीं झुका सका अब दूसरों से झुकवाना चाहता है।
														
													झुकवाना