ଅର୍ଥ : ଦୁଇଟି ଭାଷା ଜାଣିଥିବା ବ୍ୟକ୍ତି
							ଉଦାହରଣ : 
							ଦ୍ୱିଭାଷୀ ବ୍ୟକ୍ତିଜଣକ ମହାତ୍ମାଜୀଙ୍କର ଇଂରେଜୀ ଭାଷଣକୁ ହିନ୍ଦୀରେ ଅନୁବାଦ କରୁଥିଲେ
							
ସମକକ୍ଷ : ଦୋଭାଷୀ
ଅନ୍ୟ ଭାଷାରେ ଅନୁବାଦ :
वह जो दो भाषाएँ जानता हो।
दुभाषिया महात्माजी के अंग्रेजी प्रवचन का हिन्दी अनुवाद करता जा रहा था।