ଅର୍ଥ : କିଛି ବିଶିଷ୍ଟ ଦିନରେ ବିଶିଷ୍ଟ ଦିଗରେ କାଳର ବାସ, ଯାହା ଯାତ୍ରା ନିମନ୍ତେ ଅଶୁଭ ବିଚାର କରାଯାଏ
							ଉଦାହରଣ : 
							ଶୁକ୍ର ଓ ରବିବାରକୁ ପଶ୍ଚିମ, ମଙ୍ଗଳ ଓ ବୁଧକୁ ଉତ୍ତର, ସୋମ ଓ ଶନିକୁ ପୂର୍ବ, ଏବଂ ଗୁରୁବାରକୁ ଦକ୍ଷିଣ ଦିଗରେ ଦିକ୍ଶୂଳ ବିଚାର କରାଯାଏ
							
ସମକକ୍ଷ : ଯାତ୍ରା-ଅଶୁଭ-ଦିଗ
ଅନ୍ୟ ଭାଷାରେ ଅନୁବାଦ :