ଅର୍ଥ : ବର୍ତ୍ତମାନ, ଅତୀତ ଓ ଭବିଷ୍ୟତ ଏହି ତିନି କାଳ
							ଉଦାହରଣ : 
							ପରିବର୍ତ୍ତନ ତ୍ରିକାଳ ସତ୍ୟ
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ପ୍ରାତଃ, ମଧ୍ୟାହ୍ନ ଓ ସାୟଂ ଏହି ତିନି କାଳ
							ଉଦାହରଣ : 
							ସେମାନେ ତ୍ରିକାଳ ଉପାସନାରେ ଲୀନ ରହନ୍ତି
							
ଅନ୍ୟ ଭାଷାରେ ଅନୁବାଦ :