ଅର୍ଥ : ଡେନମାର୍କର ଭାଷା
							ଉଦାହରଣ : 
							ସେ ଡେନମାର୍କୀ କହିବାକୁ ଚେଷ୍ଟା କରୁଛି
							
ସମକକ୍ଷ : ଡେନମାର୍କୀ, ଡେନମାର୍କୀ ଭାଷା
ଅନ୍ୟ ଭାଷାରେ ଅନୁବାଦ :
डेनमार्क की भाषा।
वह डेनमार्की बोलने का प्रयत्न कर रहा है।A Scandinavian language that is the official language of Denmark.
danishଅର୍ଥ : ଡେନମାର୍କ ନିବାସୀ
							ଉଦାହରଣ : 
							ତାଙ୍କର ଡେନମାର୍କୀ ସହିତ ବାହାଘର ହୋଇଛି
							
ସମକକ୍ଷ : ଡେନମାର୍କବାସୀ, ଡେନମାର୍କୀ
ଅନ୍ୟ ଭାଷାରେ ଅନୁବାଦ :
A native or inhabitant of Denmark.
daneଅର୍ଥ : ଡେନମାର୍କୀ ଭାଷା ସଂବନ୍ଧିତ ବା ଡେନମାର୍କୀ ଭାଷାର
							ଉଦାହରଣ : 
							ସେ ଆମକୁ ଡେନମାର୍କୀୟ କବିତା ପଢ଼ିକରି ଶୁଣାଇଲେ
							
ସମକକ୍ଷ : ଡେନମାର୍କୀୟ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଡେନମାର୍କର ବା ଡେନମାର୍କ ସଂବନ୍ଧିତ
							ଉଦାହରଣ : 
							ଡେନମାର୍କୀୟ ଚକଲେଟ ବିଶ୍ୱ ପ୍ରସିଦ୍ଧ
							
ସମକକ୍ଷ : ଡେନମାର୍କୀୟ
ଅନ୍ୟ ଭାଷାରେ ଅନୁବାଦ :