ଅର୍ଥ : କୌଣସି ବାହାନ ଆଦିକୁ ଚଳାଉଥିବା ଦଳ
							ଉଦାହରଣ : 
							ଉଡାଜାହାଜର ଚାଳକଦଳଙ୍କୁ ଆତଙ୍କବାଦୀମାନେ ନିଜର ଅକ୍ତିଆରକୁ ନେଇଗଲେ
							
ସମକକ୍ଷ : ଚାଳକଦଳ, ପାଇଲଟ୍ ଟିମ୍
ଅନ୍ୟ ଭାଷାରେ ଅନୁବାଦ :
किसी वाहन आदि को चलाने वालों का दल।
हवाईजहाज के चालक दल को आतंकवादियों ने अपने कब्जे में ले लिया।