ଅର୍ଥ : ଚେସ ଖେଳର କୌଣସି ଗୋଟି
							ଉଦାହରଣ : 
							ସେ ବହୁତ ଚେଷ୍ଟାକରି ନିଜର ଗୋଟି ବଞ୍ଚେଇଲା
							
ସମକକ୍ଷ : ଦାନ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ପଥର, ମାଟି, ପ୍ଲାଷ୍ଟିକଆଦିର ଛୋଟ ଖଣ୍ଡ ଯାହାର ଉପଯୋଗ କୌଣସି ଖେଳରେ ହୋଇଥାଏ
							ଉଦାହରଣ : 
							ପିଲାମାନେ ଖେଳିବାପାଇଁ ଗୋଟି ଏକାଠି କରୁଛନ୍ତି
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ପଶା, ତାସ ଆଦିର ଖେଳରେ ପତ୍ର ବା ଦାନ ବାଦିରେ ରଖିବା ଆଗକୁ ବଢ଼ିବାର କ୍ରିୟା
							ଉଦାହରଣ : 
							ଦାନ ଚଲେଇବା ଆପଣଙ୍କ ପାଳି
							
ସମକକ୍ଷ : ଦାନ
ଅନ୍ୟ ଭାଷାରେ ଅନୁବାଦ :
शतरंज,ताश चौरस आदि के खेल में, पत्ता या मोहरा दाँव पर रखने या आगे बढ़ाने की क्रिया।
चाल चलने की आपकी बारी है।(game) a player's turn to take some action permitted by the rules of the game.
move