ଅର୍ଥ : ଗୋଆବନ୍ଦର ଆମ୍ବର ଗଛ
							ଉଦାହରଣ : 
							ଆମେ ନମୂନା ଭାବେ ଗୋଆବନ୍ଦର ଆମ୍ବଗଛ ଲଗାଇଛୁ
							
ସମକକ୍ଷ : ଗୋଆବନ୍ଦର ଆମ୍ବଗଛ, ଗୋଆବନ୍ଦର ଗଛ
ଅନ୍ୟ ଭାଷାରେ ଅନୁବାଦ :
Large evergreen tropical tree cultivated for its large oval fruit.
mangifera indica, mango, mango treeଅର୍ଥ : ଏକ ପ୍ରକାର ଆମ୍ବ
							ଉଦାହରଣ : 
							ଡବାବନ୍ଦ ଆମ୍ବରସ ତିଆରି କରିବା ପାଇଁ ଗୋଆବନ୍ଦର ଆମ୍ବ ବ୍ୟବହାର କରାଯାଏ
							
ସମକକ୍ଷ : ଗୋଆବଂଦର, ଗୋଆବଂଦର ଆମ୍ବ, ଗୋଆବନ୍ଦର ଆମ୍ବ
ଅନ୍ୟ ଭାଷାରେ ଅନୁବାଦ :
Large oval tropical fruit having smooth skin, juicy aromatic pulp, and a large hairy seed.
mango