ଅର୍ଥ : ଯେଉଁଥିରେ ପ୍ରବାହ ଅଛି ବା ଯାହା ବହିଚାଲିଛି
							ଉଦାହରଣ : 
							ପ୍ରବାହିତ ଜଳରେ ରୋଗଜୀବାଣୁ ବଢ଼ିପାରନ୍ତି ନାହିଁ
							
ସମକକ୍ଷ : ଗତିମାନ, ପ୍ରବାହମାନ, ପ୍ରବାହଶୀଳ, ପ୍ରବାହିତ, ବହିଯାଉଥିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହାର ଗତି ଅଛି ବା ଯେ ଚଳମାନ
							ଉଦାହରଣ : 
							ଯନ୍ତ୍ରଟି ଗତିଶୀଳ ଅବସ୍ଥାରେ ଅଛି  ସମୟ ସବୁବେଳେ ଗତିଶୀଳ
							
ସମକକ୍ଷ : ଅବିରାମ, ଗତିପୂର୍ଣ୍ଣ, ଗତିବାନ୍, ଚଳଚଞ୍ଚଳ, ଚଳମାନ୍
ଅନ୍ୟ ଭାଷାରେ ଅନୁବାଦ :