ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ବହୁତ କଥା କହୁଥିବା ବ୍ୟକ୍ତି
ଉଦାହରଣ : କୁହାଳିଆଙ୍କ ମଝିରେ ଚୁପ୍ ରହିବା ହିଁ ଠିକ୍ ହେବ
ସମକକ୍ଷ : ଅତିଭାଷୀ, ବାଚାଳ
ଅନ୍ୟ ଭାଷାରେ ଅନୁବାଦ :हिन्दी English
बहुत बोलने वाला व्यक्ति।
A boring person who talks a great deal about uninteresting topics.
ଅର୍ଥ : କଥା କହିବାରେ ଚତୁର
ଉଦାହରଣ : ବାକ୍ପଟୁ ରମେଶ ନିଜ କଥାରେ ସମସ୍ତଙ୍କୁ ପ୍ରଭାବିତ କରି ଦିଏ
ସମକକ୍ଷ : କଥାକୁହାଳିଆ, ବାକ୍ପଟୁ
बातें करने में चतुर।
Expressing yourself readily, clearly, effectively.
ସଂସ୍ଥାପନ କରନ୍ତୁ