ଅର୍ଥ : କାବୁଲରେ କୁହାଯାଉଥିବା ଭାଷା
							ଉଦାହରଣ : 
							ସେ ଭଲଭାବେ କାବୁଲୀଭାଷା କହେ
							
ସମକକ୍ଷ : କାବୁଲୀ ଭାଷା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କାବୁଲର ନିବାସୀ
							ଉଦାହରଣ : 
							ମୁଁ ପଢ଼ୁଥିବା ବିଶ୍ୱବିଦ୍ୟାଳୟରେ କିଛି କାବୁଲୀ ଶିକ୍ଷା ଗ୍ରହଣ କରୁଛନ୍ତି
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କାବୁଲରେ ରହିବାବ୍ୟକ୍ତି
							ଉଦାହରଣ : 
							କେତେକ କାବୁଲୀଲୋକମାନଙ୍କ ସହିତ ତାର ଭଲ ଜଣାଶୁଣା
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କାବୁଲରେ ଜନ୍ମ ହୋଇଥିବା
							ଉଦାହରଣ : 
							କାବୁଲୀ ଚଣା, ଶୁଖିଲା ଫଳ ଆଦି ଭାରତକୁ ରପ୍ତାନୀ ହୁଏ
							
ଅନ୍ୟ ଭାଷାରେ ଅନୁବାଦ :