ଅର୍ଥ : ଲମ୍ବା ତଥା ଚଉଡ଼ାର ଶେଷ ଭାଗ
							ଉଦାହରଣ : 
							ଆପଣଙ୍କ ଶାଢ଼ୀର କାନିରେ କଣ୍ଟା ପଶିଯାଇଛି
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଶାଢ଼ୀ, ଓଢ଼ଣୀଆଦିର ଯେଉଁ ଅଂଶ କାନ୍ଧ ଉପରେ ପଡ଼ିଥାଏ
							ଉଦାହରଣ : 
							ପିଲାଟି ମାଆଙ୍କ ଶାଢ଼ୀର କାନିକୁ ଧରିଛି
							
ଅନ୍ୟ ଭାଷାରେ ଅନୁବାଦ :