ଅର୍ଥ : ପାହାଡ଼ିଆ ଅଞ୍ଚଳରେ ହେଉଥିବା ଏକ ଘାସ
							ଉଦାହରଣ : 
							କଙ୍ଗନା ଘାସ ବଳଦ,ଘୋଡ଼ା ଆଦି ବଡ଼ ଆଗ୍ରହରେ ଖାଆନ୍ତି
							
ସମକକ୍ଷ : କଂଗନା ଘାସ, କଙ୍ଗନା, କଙ୍ଗନା ଘାସ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଏକ ପ୍ରକାରର ଗୀତ
							ଉଦାହରଣ : 
							କଙ୍କଣ ବାନ୍ଧିବା ସମୟରେ କଙ୍ଗନା ଗୀତ ଗାନ କରାଯାଏ
							
ସମକକ୍ଷ : କଂଗନା ଗୀତ, କଙ୍ଗନା, କଙ୍ଗନା ଗୀତ
ଅନ୍ୟ ଭାଷାରେ ଅନୁବାଦ :