ଅର୍ଥ : ଏରୁଣ୍ଡି ଉପରେ ରଖାଯାଇଥିବା ଦୀପ ଯାହା ଭିତର ଓ ବାହାର ଉଭୟପଟକୁ ଆଲୋକିତ କରେ
							ଉଦାହରଣ : 
							ଏରଣ୍ଡାଦୀପ ଘର ଭିତରେ ଓ ବାହାରେ ଉଭୟ ପଟକୁ ଆଲୋକ ଦିଏ
							
ସମକକ୍ଷ : ଏରଣ୍ଡା ଦୀପ, ଦେହଳୀ-ଦୀପକ
ଅନ୍ୟ ଭାଷାରେ ଅନୁବାଦ :
देहली पर रखा हुआ दीपक जो अन्दर और बाहर दोनों ओर प्रकाश फैलाता है।
देहली-दीपक घर के अन्दर भी और बाहर भी प्रकाश देता है।