ଅର୍ଥ : ହର୍ଷ, ପ୍ରେମଆଦିର ଉତ୍ତେଜନାରେ ପୂର୍ଣ୍ଣ
							ଉଦାହରଣ : 
							ଭିକାରୀ ଆଶାତୀତ ଧନ ପାଇକରି ଆନନ୍ଦିତ ହୋଇଗଲା
							
ସମକକ୍ଷ : ଉଲ୍ଲେସିତ, ଗଦଗଦ, ପ୍ରଫୁଲ୍ଲିତ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯିଏ ପ୍ରସନ୍ନ ହୋଇଛି
							ଉଦାହରଣ : 
							ପଦୋନ୍ନତିର ଖବର ଶୁଣାଇବା ନିମନ୍ତେ ମନୋଜ ପ୍ରସନ୍ନ ମନରେ ଘରେ ପହଁଚିଲା  ଚିଡ଼ିଆଖାନା ଭ୍ରମଣ ପରେ ପିଲାମାନେ ଖୁସି ହେଲେ
							
ସମକକ୍ଷ : ଆମୋଦିତ, ଆହ୍ଲାଦିତ, ଉଲ୍ଲସିତ, ଖୁସି, ପୁଲକିତ, ପ୍ରଫୁଲ୍ଲ, ପ୍ରଫୁଲ୍ଲିତ, ପ୍ରମୋଦିତ, ପ୍ରସନ୍ନ, ବିନୋଦିତ, ହର୍ଷିତ
ଅନ୍ୟ ଭାଷାରେ ଅନୁବାଦ :
जिसे प्रसन्नता हुई हो।
पदोन्नति का समाचार सुनाने के लिए मनोज प्रसन्न मन से घर पहुँचा।