ଅର୍ଥ : କାବ୍ୟରେ ନ’ଟି ସାତ୍ତ୍ୱିକ ଅନୁଭାବ ମଧ୍ୟରୁ ଗୋଟିଏ
							ଉଦାହରଣ : 
							ଏହି ପଂକ୍ତିଟି ଅଶ୍ରୁର ଉତ୍ତମ ଉଦାହରଣ
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଅଶ୍ରୁଗ୍ରନ୍ଥିରୁ ବାହାରୁଥିବା ଲୁଣିଆ ଦ୍ରବ ଯାହା ଶୋକ,ପୀଡ଼ା ବା ଅତ୍ୟଧିକ ଆନନ୍ଦ ସମୟରେ ଆଖିରୁ ବାହାରିଥାଏ
							ଉଦାହରଣ : 
							ତାଙ୍କ ମୁଁହରୁ ରାମ କଥା ଶୁଣି ମୋ ଆଖିରେ ଅଶ୍ରୁ ଆସିଗଲା
							
ସମକକ୍ଷ : ଲୁହ
ଅନ୍ୟ ଭାଷାରେ ଅନୁବାଦ :