ଅର୍ଥ : ଭ୍ରଷ୍ଟ କରାଯାଇଥିବା
							ଉଦାହରଣ : 
							ଶଙ୍କରାଚାର୍ଯ୍ୟ ଅପଭ୍ରଷ୍ଟ ହିନ୍ଦୁଧର୍ମର ପୁନ୍ନରୁତ୍ଥାନ କରିଥିଲେ
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ବିକାରଯୋଗୁଁ ଉତ୍ପନ୍ନ ହୋଇଥିବା(ଶବ୍ଦ)
							ଉଦାହରଣ : 
							ଦିବାକର ଅପଭ୍ରଂଶ ଶବ୍ଦଗୁଡ଼ିକର ଏକ ତାଲିକା ତିଆରି କରୁଛି
							
ସମକକ୍ଷ : ଅପଭ୍ରଂଶ
ଅନ୍ୟ ଭାଷାରେ ଅନୁବାଦ :
Having an intended meaning altered or misrepresented.
Many of the facts seemed twisted out of any semblance to reality.