ଅର୍ଥ : ଏକ ପ୍ରକାରର ନର୍କ
							ଉଦାହରଣ : 
							ଅନ୍ୟକୁ କଷ୍ଟ ଦେଉଥିବା ଲୋକକୁ ଅନ୍ଧକୂପ ନର୍କ ଭୋଗିବାକୁ ପଡିଥାଏ ଯେଉଁଠି ସର୍ପ ଆଦି ବିଷାକ୍ତ ଭୟଙ୍କର ଜୀବ ତାର ରକ୍ତ ପାନ କରନ୍ତି
							
ସମକକ୍ଷ : ଅନ୍ଧକୂପ ନର୍କ
ଅନ୍ୟ ଭାଷାରେ ଅନୁବାଦ :
एक प्रकार का नरक।
दूसरे को कष्ट पहुँचाने वाले व्यक्ति को अंधकूप नरक में जाना पड़ता है जहाँ सर्प आदि विषैले और भयंकर जीव उसका खून पीते हैं।