ଅର୍ଥ : ଜନନରେ ଭାଗ ନେଉନଥିବା ଏକ କୋଷିକା ବା ଯେଉଁ କୋଷିକାଦ୍ୱାରା ଜନନ ହୁଏନାହିଁ
							ଉଦାହରଣ : 
							ଶରୀର ଭିତରେ ଅଜନନ କୋଷିକା ମଧ୍ୟ ମିଳି ଥାଆନ୍ତି
							
ସମକକ୍ଷ : ଅଜନନ କୋଷିକା, କାୟ କୋଷିକା, ଜଡ଼ କୋଷିକା
ଅନ୍ୟ ଭାଷାରେ ଅନୁବାଦ :
वह कोशिका जो जनन में भाग नहीं लेती हो या जिसके द्वारा जनन न होता हो।
शरीर के अंदर अजनन कोशिकाएँ भी पायी जाती हैं।