ଅମରକୋଶ ହେଉଛି ଭାରତୀୟ ଭାଷାର ଏକ ଅନନ୍ୟ ଅଭିଧାନ । ଶବ୍ଦଟି ବ୍ୟବହୃତ ହେଉଥିବା ପ୍ରସଙ୍ଗ ଅନୁଯାୟୀ ଅର୍ଥ ଭିନ୍ନ ହୋଇଥାଏ । ଏଠାରେ, ଶବ୍ଦର ବିଭିନ୍ନ ଅର୍ଥ ବାକ୍ୟ ବ୍ୟବହାର, ଉଦାହରଣ ଏବଂ ସମକକ୍ଷ ସହିତ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି ।
ଅମରକୋଶରେ ୫୫,୦୦୦ରୁ ଅଧିକ ଓଡ଼ିଆ ଶବ୍ଦ ଉପଲବ୍ଧ । ଦୟାକରି ସନ୍ଧାନ କରିବାକୁ ଏକ ଶବ୍ଦ ପ୍ରବେଶ କରନ୍ତୁ ।
ଅର୍ଥ : କୌଣସି ବସ୍ତୁ, ସ୍ଥାନଆଦିର ଭିତରକୁ ଯିବା ବା ପ୍ରବେଶ କରିବାର କ୍ରିୟା
ଉଦାହରଣ :
ଏଠାରେ ବାହାର ଲୋକମାନଙ୍କର ପ୍ରବେଶ ନିଷେଧ ସାହିତ୍ୟ କ୍ଷେତ୍ରରେ ତାର ପ୍ରବେଶ ହଠାତ ହେଲା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ପାଣିରେ ବୁଡି ଗାଧୋଉଥିବା ଲୋକ
ଉଦାହରଣ :
ଋଷି ପ୍ରାତଃକାଳୀନ ସ୍ନାନ ନିମନ୍ତେ ନଦୀକୁ ଯାଉଥିଲେ
ଅନ୍ୟ ଭାଷାରେ ଅନୁବାଦ :
Immersing the body in water or sunshine.
bathing