ଅମରକୋଶ ହେଉଛି ଭାରତୀୟ ଭାଷାର ଏକ ଅନନ୍ୟ ଅଭିଧାନ । ଶବ୍ଦଟି ବ୍ୟବହୃତ ହେଉଥିବା ପ୍ରସଙ୍ଗ ଅନୁଯାୟୀ ଅର୍ଥ ଭିନ୍ନ ହୋଇଥାଏ । ଏଠାରେ, ଶବ୍ଦର ବିଭିନ୍ନ ଅର୍ଥ ବାକ୍ୟ ବ୍ୟବହାର, ଉଦାହରଣ ଏବଂ ସମକକ୍ଷ ସହିତ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି ।
ଅମରକୋଶରେ ୫୫,୦୦୦ରୁ ଅଧିକ ଓଡ଼ିଆ ଶବ୍ଦ ଉପଲବ୍ଧ । ଦୟାକରି ସନ୍ଧାନ କରିବାକୁ ଏକ ଶବ୍ଦ ପ୍ରବେଶ କରନ୍ତୁ ।
ଅର୍ଥ : ଯାତ୍ରୀମାନଙ୍କ ଚଢ଼ିବା-ଓହ୍ଲାଇବା ନିମନ୍ତେ ଯେଉଁଠାରେ ଉଡ଼ାଜାହାଜ ରହେ
ଉଦାହରଣ :
ସେ ଆଜି ରାତିରେ ସାହାରା ବିମାନ ବନ୍ଦରରେ ଆମେରିକା ଯିବାକୁ ଉଡ଼ାଜାହାଜରେ ବସିବ
ସମକକ୍ଷ : ଏୟାରପୋର୍ଟ
ଅନ୍ୟ ଭାଷାରେ ଅନୁବାଦ :
वह स्थान जहाँ हवाई जहाज यात्रियों को उतारने-चढ़ाने के लिए आकर ठहरते हैं।
वह आज की रात सहारा हवाई अड्डे से अमेरिका के लिए उड़ान भरेगा।