ଗୌରୀନାଥ (ବିଶେଷ୍ୟ)
ଜଣେ ସୃଷ୍ଟିନାଶକ ହିନ୍ଦୁ ଦେବତା
ବିଭବ (ବିଶେଷ୍ୟ)
ଟଙ୍କା-ପଇସା, ସୁନା-ରୂପା,ଜମି-ଜମା ଇତ୍ୟାଦି
ପ୍ରବୋଧନ (ବିଶେଷ୍ୟ)
ଉପଦେଶ,ଶିକ୍ଷା ଆଦି ମାଧ୍ୟମରେ କୌଣସି ବିଶିଷ୍ଟ କଥା ବା ବିଷୟର ଚେତନା ଦେବାର କ୍ରିୟା
ବାଗଦାନ (ବିଶେଷ୍ୟ)
ହିନ୍ଦୁମାନଙ୍କର ବିବାହ ସମ୍ବନ୍ଧ ସ୍ଥିର କରିବାର ଏକ ପ୍ରଥା
କନକ (ବିଶେଷ୍ୟ)
ଏକ ବହୁମୂଲ୍ୟ ହଳଦିଆ ଧାତୁ ଯେଉଁଥିରୁ ଗହଣାଆଦି ତିଆରି ହୁଏ
ସ୍ରବଣ (ବିଶେଷ୍ୟ)
ଧାରରେ ବୋହୁଥିବା ବା ବାହାରୁଥିବା କ୍ରିୟା
ଅର୍ଥ (ବିଶେଷ୍ୟ)
ଗୁରୁଙ୍କୁ ଅର୍ଥ ପ୍ରଦାନ କରି ପ୍ରତିବଦଳରେ ଶିକ୍ଷାଗ୍ରହଣ କରୁଥିବା ଶିଷ୍ୟ
ବୁଦ୍ବୁଦ୍ (ବିଶେଷ୍ୟ)
ତରଳ ପଦାର୍ଥରୁ ତିଆରି ହୋଇଥିବା ପବନ ଭର୍ତ୍ତି ବୁନ୍ଦା
ତରଣୀ (ବିଶେଷ୍ୟ)
କାଠ, ଲୁହାଆଦିରେ ତିଆରି ଜଳରେ ଚାଲୁଥିବା ଯାନ
ଶୀକର (ବିଶେଷ୍ୟ)
ପବନରେ ମିଶିଥିବା ବାଷ୍ପ ଯାହା ରାତିର ଥଣ୍ଡାରେ ଜମାହୋଇ କ୍ଷୁଦ୍ରକଣା ରୂପରେ ପଡ଼େ