ಅರ್ಥ : ନଳ ଆକାରର ଏକ ଉପକରଣ ଯାହା ସାହାଯ୍ୟରେ ତରଳ ପଦାର୍ଥକୁ ଭିତକୁ ଟାଣିନେଇ ପୁନଶ୍ଚ ଛିଞ୍ଚାଡ଼ିକରି ବାହାରକୁ ଜୋରରେ ଫିଙ୍ଗାଯାଏ
							ಉದಾಹರಣೆ : 
							ହୋଲି ଦିନ ପିଲାମାନେ ପିଚକାରୀରେ ରଙ୍ଗ ଭର୍ତ୍ତିକରି ଜଣେ ଅନ୍ୟ ଉପରକୁ ଫିଙ୍ଗନ୍ତି
							
ಸಮಾನಾರ್ಥಕ : ପିଚିକାଳୀ
ಇತರ ಭಾಷೆಗಳಿಗೆ ಅನುವಾದ :
An applicator resembling a gun for applying liquid substances (as paint) in the form of a spray.
spray gunಅರ್ಥ : ଲାଖ ବା କାଚରେ ତିଆରି ହୋଇଥିବା ଏକ ପୋଲା ଗୋଲାକାର ବସ୍ତୁ ଯେଉଁଥିରେ ଅବିର ବା ଫଗୁ ଭର୍ତ୍ତିକରି ଜଣେ ଅନ୍ୟ ଜଣଙ୍କ ଉପରକୁ ଫୋପାଡ଼େ
							ಉದಾಹರಣೆ : 
							ପିଲାମାନେ ପିଚକାରୀ ନେଇ ହୋଲି ଖେଳିବାକୁ ବାହାରି ପଡ଼ିଲେ
							
ಇತರ ಭಾಷೆಗಳಿಗೆ ಅನುವಾದ :
लाख या काँच का बना वह पोला गोला जिसमें अबीर या गुलाल भर कर एक दूसरे पर फेंकते हैं।
बच्चे कुमकुमा ले कर होली खेलने निकल पड़े।