ಅರ್ಥ : ନିଶ୍ଚୟ ବା ବିଚାର ଉପରେ ଦୃଢ଼ ନ ରହିବା
							ಉದಾಹರಣೆ : 
							ପିତାମହ ଭୀଷ୍ମ ଆଜୀବନ ନିଜ ପ୍ରତିଜ୍ଞାରୁ ଟଳି ନ ଥିଲେ
							
ಸಮಾನಾರ್ಥಕ : ପଶ୍ଚାତ୍ପଦ ହେବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଉଲ୍ଲଙ୍ଘନହେବା ବା ସମ୍ପୂର୍ଣ୍ଣ ନହେବା
							ಉದಾಹರಣೆ : 
							ରମେଶବାବୁଙ୍କ ସହିତ ଅପାର ବିବାହବିଷୟ ଯୌତୁକକୁ ନେଇ ଭାଙ୍ଗିଗଲା
							
ಸಮಾನಾರ್ಥಕ : ଅଗ୍ରାହ୍ୟହେବା, ଉଲ୍ଲଙ୍ଘନହେବା, ନାକଚହେବା, ବାତିଲହେବା, ଭାଙ୍ଗିଗଲା, ରଦ୍ଦହେବା
ಇತರ ಭಾಷೆಗಳಿಗೆ ಅನುವಾದ :