ಅರ್ಥ : ସ୍ଥିର ବା ନିଶ୍ଚଳ ହେବାର ଅବସ୍ଥା ବା ଭାବ
							ಉದಾಹರಣೆ : 
							ଧନ ଅଭାବ କାରଣରୁ ଏହି କାମରେ ସ୍ଥିରତା ଆସିଗଲାଣି  ମନର ସ୍ଥିରତା ଶାନ୍ତି ପ୍ରଦାନ କରେ
							
ಸಮಾನಾರ್ಥಕ : ଅଚଞ୍ଚଳତା, ଜଡ଼ତା, ଜଡ଼ତ୍ୱ, ନିଶ୍ଚଳତା, ପ୍ରଶାନ୍ତତା, ପ୍ରସନ୍ନତା
ಇತರ ಭಾಷೆಗಳಿಗೆ ಅನುವಾದ :
A state of no motion or movement.
The utter motionlessness of a marble statue.ಅರ್ಥ : ଦୃଢ଼ ହେବାର ଅବସ୍ଥା ବା ଭାବ
							ಉದಾಹರಣೆ : 
							ରାମର ଏହି କାମ ହିଁ ଆମ ସଂପର୍କରେ ଦୃଢ଼ତା ଆଣିଲା
							
ಸಮಾನಾರ್ಥಕ : ଦୃଢ଼ତା
ಇತರ ಭಾಷೆಗಳಿಗೆ ಅನುವಾದ :
The trait of being resolute.
His resoluteness carried him through the battle.