ಅರ್ಥ : ଜୀବନରୁ ମାରିଦେବା କାମ ଅନ୍ୟଦ୍ୱାରା କରେଇବା
							ಉದಾಹರಣೆ : 
							ସୁଗ୍ରୀବ ବାଳୀକୁ ରାମଙ୍କଦ୍ୱାରା ହତ୍ୟାକରାଇଥିଲେ
							
ಸಮಾನಾರ್ಥಕ : ମରେଇବା, ହତ୍ୟାକରାଇବା, ହତ୍ୟାକରେଇବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କାହାଉପରେ ଅନ୍ୟ କାହାଦ୍ୱାରା କୌଣସି ବସ୍ତୁରେ ଆଘାତ କରାଇବା
							ಉದಾಹರಣೆ : 
							ବାପା ଗୁରୁଜୀଙ୍କଦ୍ୱାରା ଆମକୁ ମାଡ଼ଖୁଆଇଲେ
							
ಸಮಾನಾರ್ಥಕ : ଆଘାତ କରାଇବା, ପିଟାଇବା, ମାଡ଼ଖୁଆଇବା
ಇತರ ಭಾಷೆಗಳಿಗೆ ಅನುವಾದ :
किसी दूसरे द्वारा किसी पर किसी वस्तु आदि से आघात कराना।
पिताजी ने अध्यापक से हमको पिटवाया।